କ୍ରୋସେଟ୍ କୁଇନ୍ 'ଭି ଆଂଶୁ ମାଳିନୀ', ସ୍ବତନ୍ତ୍ର ପରିଚୟ ସୃଷ୍ଟିର ଇଚ୍ଛାଶକ୍ତି ଦେଲା 6 ଗିନିଜ୍ ୱାର୍ଲଡ ବୁକ୍ ରେକର୍ଡ୍
2026-03-07 17 Dailymotion
ବିଶାଳ ୧୪.୦୯ କିଲୋମିଟର ଲମ୍ବ କ୍ରୋସେଟ୍ ସ୍କାର୍ଫ ପାଇଁ ସେ ପ୍ରଥମ ଗିନିଜ୍ ୱାର୍ଲଡ ରେକର୍ଡ ଜିତିଥିଲେ । ଏହା ପରେ 6ଟି ୱାର୍ଲଡ୍ ରେକର୍ଡ ସେ ନିଜ ନାମରେ ନାମିତ କରିଛନ୍ତି