Surprise Me!

ବଢୁଛି ପୁରାତନ ହସ୍ତତନ୍ତର ଚାହିଦା; ସ୍ୱାବଲମ୍ବୀ ହୋଇଛନ୍ତି 200ରୁ ଉର୍ଦ୍ଧ୍ଵ ମହିଳା ବୁଣାକାର

2026-03-07 3 Dailymotion

'ମେସିନ ବୁଣା ଆଉ ହାତ ବୁଣା ଲୁଗାରେ ବହୁତ ପ୍ରାର୍ଥକ୍ୟ ରହିଛି । ଏହାକୁ ନେଇ ଆହୁରି ଆଗକୁ ଅଧିକ ଆମେ ସ୍ୱାବଲମ୍ବୀ ହୋଇ ପାରିବୁ," କହିଛନ୍ତି ଜଣେ ବୁଣାକାର ।

Buy Now on CodeCanyon