ମିଠା କିଣିବାକୁ ଯାଇଥିବା 3 ଜଣ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକ ମାଡ଼ ମାରିଛନ୍ତି । ଘଟଣାରେ ସମ୍ପୃକ୍ତ 6 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।