'ଗଞ୍ଜାମ ଲକ୍ଷ୍ୟ ନିକେତନ'ର ଇଣ୍ଟରଭ୍ୟୁ ଗାଇଡେନ୍ସ ପ୍ରୋଗ୍ରାମରେ ପ୍ରଥମ ସଫଳତା । UPSC ସିଭିଲ ସର୍ଭିସ ପରୀକ୍ଷା–୨୦୨୫ରେ 5 ଜଣ ବିଦ୍ୟାର୍ଥୀ ସଫଳତା ହାସଲ କରିଛନ୍ତି ।