କେନ୍ଦ୍ରାପଡ଼ା ଜିଲ୍ଲାର ୪୫ ବର୍ଷିୟା ଅଟୋ ଚାଳିକା ଦମୟନ୍ତୀ ସାମଲ । ତିନୋଟି ଇ-ଅଟୋରିକ୍ସାର ମାଲିକାଣୀ । ମାସକୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ।