ତାଙ୍କ ତୂଳୀର ସ୍ପର୍ଶରେ ଜୀବନ୍ତ ରୂପ ପାଏ କାନଭାସ । ଜାତୀୟ ଯୁବ ଉତ୍ସବ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଗୌରବ ଆଣିଥିଲେ ବାଲେଶ୍ୱରର ଚିତ୍ରଶିଳ୍ପୀ ବାଦଲ କୁମାର ନାୟକ ।