Surprise Me!

ପୁଣି ମିଥ୍ୟା ବୋମା ଧମକ, ଯାଞ୍ଚ ପରେ ପୁରୀ କୋର୍ଟ କାର୍ଯ୍ୟ ସ୍ବାଭାବିକ

2026-03-09 4 Dailymotion

ପୁରୀ କୋର୍ଟରେ ବୋମା ଥିବା ନେଇ ମିଥ୍ୟା ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା । ସଶସ୍ତ୍ର ପୋଲିସ ଓ ବମ୍ ସ୍କ୍ୱାଡ ଯାଞ୍ଚ କରିଥିଲେ । ବର୍ତ୍ତମାନ କୋର୍ଟ କାର୍ଯ୍ୟ ସ୍ବାଭାବିକ ।

Buy Now on CodeCanyon