ଜଗତସିଂହପୁର ଜିଲ୍ଲା ସାଂପୁର ନିକଟରେ ବସ୍ ଦୁର୍ଘଟଣା । ଷ୍ଟିୟରିଂ ଫେଲ୍ ହୋଇଯିବାରୁ ଘର ଭିତରକୁ ମାଡ଼ିଗଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ 10 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି ।