ରାଜ୍ୟରେ ଖାଲି ପଡ଼ିଛି ଅନେକ ହାଇସ୍କୁଲ ଶିକ୍ଷକ ପଦବୀ । ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଶାୟୀ । ନୂତନ ଶିକ୍ଷକ ନିଯୁକ୍ତି ପାଇଁ ରଖିଲେ ଦାବି ।