ବଲାଙ୍ଗୀର ଆୟୁର୍ବେଦିକ ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣା । ଆୟୁର୍ବେଦିକ ଛାତ୍ର ଛାତ୍ରୀଙ୍କ ରାସ୍ତା ରୋକ ଆନ୍ଦୋଳନ । ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ବାଇକ୍ ଚାଳକ ଗିରଫ ।