Surprise Me!

ନୂଆ ଆଶା ଦେଲା ଷ୍ଟ୍ରବେରୀ, ଚାଷ କରି ଲକ୍ଷପତି ନୟାଗଡ ଯୁବ ଚାଷୀ

2026-03-10 16 Dailymotion

ଷ୍ଟ୍ରବେରୀ ଏବଂ ଟମାଟୋ ଚାଷ କରି ଲକ୍ଷପତି ହୋଇଛନ୍ତି ନୟାଗଡର ଚଢ଼େୟାପଲ୍ଲୀ ଓ ଗୋଡିପଲ୍ଲୀ ଗାଁର ଯୁବ ଚାଷୀ । ରୋଜଗାର କରୁଛନ୍ତି ଲକ୍ଷାଧିକ । ସହାୟତା କରୁଛି ଉଦ୍ୟାନ ଓ କୃଷି ବିଭାଗ

Buy Now on CodeCanyon