କେନ୍ଦ୍ରାପଡା ବ୍ରହ୍ମପୁର ଗାଁର ବାବାଜୀ ନାୟକଙ୍କୁ ପୁଣି ମିଳିଲା ଭତ୍ତା ଏବଂ ରାସନ ଚାଉଳ । ତାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଥିବା ଖବର ପ୍ରକାଶ କରିଥିଲା ଇଟିଭି ଭାରତ ।