Surprise Me!

ଟଏଲେଟ ନାହିଁ, ପୁରୀରେ ଭକ୍ତ ହନ୍ତସନ୍ତ; ଶୌଚ ପାଇଁ ଜଣକା 80 ଟଙ୍କା ଲୁଟୁଛି ଘରୋଇ ସଂସ୍ଥା, ମାଗଣା ଶୌଚାଳୟ ଖୋଜି ଖୋଜି ଲୋକେ ନୟାନ୍ତ

2026-03-10 1 Dailymotion

ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପର୍ଯ୍ୟଟକଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା । ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ଏଟଲେଟ ଏବେ ଅଚଳ ଅବସ୍ଥାରେ ।

Buy Now on CodeCanyon