ନିମାପଡା ଥାନା ସମ୍ମୁଖରେ ଉତ୍ତେଜନା; ନ୍ୟାୟ ଦାବିରେ ମୃତଦେହକୁ ରଖି ଧାରଣାରେ ବସିଲେ ଶତାଧିକ ଗ୍ରାମବାସୀ
2026-03-10 5 Dailymotion
ନିମାପଡା ଡ଼ିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇଙ୍କୁ ନାବାଳିକା ଅପହରଣ ମାମଲାରେ ଗତକାଲି ପୋଲିସ ଥାନାକୁ ଉଠାଇ ଆଣିଥିଲା । ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।