ହୋଲିରୁ ଆରମ୍ଭ ହୋଇ ଦୀର୍ଘ ୧୫ ଦିନ ଧରି ଚାଲୁଥିବା ଏହି ମେଳା ସମ୍ପର୍କରେ କେବଳ ବାଲେଶ୍ୱର ଜିଲ୍ଲା ନୁହଁ ବାହାର ରାଜ୍ୟର ଲୋକମାନେ ମଧ୍ୟ ଜାଣିଛନ୍ତି ।