Surprise Me!

ଓଡ଼ିଶାରେ ବଢୁଛି ଦାଦନ ସଂଖ୍ୟା: ଶୀର୍ଷରେ ବଲାଙ୍ଗୀର, 2 ବର୍ଷରେ ଗଲାଣି 305 ପ୍ରବାସୀ ଶ୍ରମିକଙ୍କ ଜୀବନ

2026-03-10 3 Dailymotion

ରାଜ୍ୟରେ ବଢୁଛି ଦାଦନଙ୍କ ସଂଖ୍ୟା । ବର୍ଷକରେ 23 ହଜାର ବଢିଛି ଦାଦନଙ୍କ ସଂଖ୍ୟା । ବିଧାନସଭାରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

Buy Now on CodeCanyon