ଗ୍ରୀଷ୍ମ ପ୍ରବାହ ଆରମ୍ଭ; ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ବ୍ୟବସ୍ଥା
2026-03-10 13 Dailymotion
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।ବାଘ ଭାଲୁଙ୍କ ପାଇଁ ବରଫ, ପକ୍ଷୀଙ୍କ ପାଇଁ ସ୍ପ୍ରିଙ୍କଲ ଓ ନଡା ଛପର ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ ।