ବେଙ୍ଗଲୀ ହିନ୍ଦୁ କହି ଡେଟିଂ ଆପରେ ଓଡିଆ ଝିଅକୁ ଫସାଇଦେଲା ବାଂଲାଦେଶୀ । 5 ବର୍ଷ ତଳୁ ନିଖୋଜ ଝିଅ ଏବେ ବାଂଲାଦେଶରେ ପାଉଛି ନିର୍ଯାତନା । ସଙ୍ଗୀନ ଅଭିଯୋଗ ଆଣିଲେ ମା ।