12 ଘଣ୍ଟିଆ ନର୍ଲା ବନ୍ଦ; ଆଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବିରେ ରାଜପଥ ଅବରୋଧ, ଲୋକଙ୍କ ଅଭିଯୋଗ 'ଅର୍ଥ ଆସିଛି, ମେଡିକାଲ ନିର୍ମାଣ ହେଉନି'
2026-03-11 0 Dailymotion
ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିକଳାବସ୍ଥା ପାଇଁ 12 ଘଣ୍ଟିଆ ବନ୍ଦ ପାଳନ କଲେ ଅଞ୍ଚଳବାସୀ । ବନ୍ଦରେ ସ୍ୱତଃସ୍ଫୂର୍ତ୍ତ ସାମିଲ ହେଲେ ସବୁ ବର୍ଗର ଲୋକ ।