ଦରଦାମ ଓ ଏଲପିଜି ମହଙ୍ଗା ପ୍ରତିବାଦ; ବିଜେଡିର ଗର୍ଜନ, ମାଷ୍ଟର କ୍ୟାଣ୍ଟିନରେ ମହିଳା ସଂଗଠନର ରୋଷେଇ
2026-03-11 0 Dailymotion
ବିଜେଡିର ତିନି ଛାମୁଆ ସଂଗଠନ ମହିଳା, ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା ବିଜେଡି ପକ୍ଷରୁ ରାଜରାସ୍ତାରେ ପ୍ରତୀକାତ୍ମକ ଭାବେ ରୋଷେଇ କରାଯାଇଛି ।