ଅଷ୍ଟ୍ରେଲିଆରୁ ଆସି ଭାରତରେ ଦୌଡୁଛନ୍ତି ଓମ୍; କନ୍ୟାକୁମାରୀଠୁ କାଶ୍ମୀର ଯାଏ କୁଷ୍ଠ ନିରାକରଣ ସଚେତନତା ସୃଷ୍ଟି କରୁଛନ୍ତି
2026-03-11 192 Dailymotion
ନିଜେ ଅଷ୍ଟ୍ରେଲିଆର ହୋଇଥିଲେ ହେଁ ମା ତାଙ୍କର ମରାଠି ଏବଂ ବାପା ଦିଲ୍ଲୀ ବାସିନ୍ଦା । ତେଣୁ ଏହି ଅଭିଯାନ ଭାରତରେ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ ଓମ୍ ।