ଯୁଦ୍ଧ ପରିସ୍ଥିତି ଯୋଗୁଁ ରନ୍ଧନ ଗ୍ୟାସ ଓ ରନ୍ଧନ ତେଲ ମୂଲ୍ୟରେ ବୃଦ୍ଧି । ଗୋଦାମ ଠାରୁ ଡିଷ୍ଟିବ୍ୟୁଟ ପଏଣ୍ଟରେ ଗ୍ୟାସ ସିଲିଣ୍ଡର ଯୋଗାଣ ସ୍ବାଭାବିକ ଥିବା ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି ।