Surprise Me!

ବିଜେଡିକୁ ଘାରିଛି ଘୋଡା ବେପାର ଚିନ୍ତା: ବିଧାୟକ ବାଡ ନଡେଇଁବାକୁ ପଦକ୍ଷେପ, ବିଜେପିକୁ ନବୀନଙ୍କ ଟାର୍ଗେଟ

2026-03-12 0 Dailymotion

ରାଜ୍ୟସଭା ନିର୍ବାଚନ । ବିଜେଡିକୁ ଘାରିଲାଣି ଘୋଡା ବେପାର ଚିନ୍ତା । ବିଜେପିକୁ ଟାର୍ଗେଟ କଲେ ନବୀନ । ବସ୍ତା ବିଧାୟିକା କହିଲେ ଦଳ ନିର୍ଦ୍ଦେଶ ଅନୁସାରେ କାମ କରିବି ।

Buy Now on CodeCanyon