Surprise Me!

ଗୋଟିଏ ମଣ୍ଡପରେ 55 ବର-କନ୍ୟାଙ୍କ ପଡିଲା ହାତଗଣ୍ଠି, କନ୍ୟାଦାନ କଲେ ଉପମୁଖ୍ୟମନ୍ତ୍ରୀ

2026-03-12 1 Dailymotion

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧିନରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସମୂହ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Buy Now on CodeCanyon