Surprise Me!

ସୁବାସଙ୍କ ବ୍ୟାଟେରି ସାଇକେଲ: ୟୁଟ୍ୟୁବରୁ ଶିଖିଲେ, ଅଦରକାରୀ ସାମଗ୍ରୀରୁ ତିଆରି କଲେ

2026-03-13 98 Dailymotion

ୟୁଟ୍ୟୁବ ଦେଖି କବାଡି ସାମଗ୍ରୀରୁ ବ୍ୟାଟେରି ଚାଳିତ ସାଇକେଲ ତିଆରି କରିଛନ୍ତି ବୌଦ୍ଧର ସୁବାସ ଭୋକ୍ତା । ଅଭାବ ରୋକିପାରିନି ପ୍ରତିଭା । ବୌଦ୍ଧରେ ମିଳୁଛି ସୁବାସଙ୍କୁ ପ୍ରଶଂସା ।

Buy Now on CodeCanyon