ଜନ୍ମ ମାଟିକୁ ଫେରିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକ କୁନା ଖୁଣ୍ଟିଆଙ୍କ ମର ଶରୀର । ଗାଁରେ ପୁରା ଶୋକାକୁଳ ପରିବେଶରେ ସମ୍ପନ୍ନ ହେଲା ଶେଷକୃତ୍ୟ ।