ତୁଟିଲା ପାଇକା ମହୋତ୍ସବ ବିବାଦ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପରେ ବଢ଼ିଲା ଅବଧି
2026-03-13 0 Dailymotion
କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ପୋତାରୀ ଗାଁରେ 11 ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି 'ପାଇକା ମହୋତ୍ସବ'। ଉଦ୍ଦେଶ୍ୟ ମୂଳକ ଭାବେ ଏହାକୁ ବନ୍ଦ କରାଯାଇଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ ।