କାଗଜପତ୍ରରେ କାମ... ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍: କର୍ତ୍ତୃପକ୍ଷ କହିଲେ, ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ
2026-03-13 37 Dailymotion
ଘଟଣା ତଦନ୍ତାଧିନ ରହିଥିବା ବେଳେ ଦୁର୍ନୀତି ଚାପିବାକୁ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରର ଛାତ ପକାଇ ପୂର୍ଣ୍ଣାଙ୍ଗ କରିବାକୁ ଚାଲିଥିବା ଯୋଜନାକୁ ପୋଲିସ ଲଗାଇ ବନ୍ଦ କରିଛନ୍ତି ।