Surprise Me!

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଆରୋପ 'ବିଜେପି କରୁଛି ଘୋଡ଼ାବେପାର', କଡ଼ା ଜବାବ ରଖିଲା ଶାସକ ଦଳ

2026-03-14 2 Dailymotion

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିସ୍ଫୋରକ ମନ୍ତବ୍ୟ । 'ବିଜେପି ଦ୍ୱାରା ଘୋଡ଼ା ବେପାର' ଚାଲିଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Buy Now on CodeCanyon