ନବୀନ ନିବାସରେ 2 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ବରିଷ୍ଠ ବିଧାୟକ ଅରୁଣ ସାହୁ 30 ମିନିଟ ଧରି ବିଧାୟକମାନଙ୍କୁ ରାଜ୍ୟସଭା ଭୋଟ ପ୍ରଣାଳୀ ସଂକ୍ରାନ୍ତରେ ଦେଲେ ପ୍ରଶିକ୍ଷଣ ।