Surprise Me!

କେନ୍ଦ୍ରାପଡ଼ାକୁ ଆସୁଛି ଗୋଟିଏ ସରକାରୀ ବସ, ସନ୍ଧ୍ୟା ୭ଟା ପରେ ବସରେ ଫେରିବା ମନା !

2026-03-14 16 Dailymotion

୧୫ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ରାପଡ଼ାକୁ ମାତ୍ର ଗୋଟିଏ ସରକାରୀ ବସ ଚଳାଚଳ କରୁଛି । ଅଧିକ ବସ ଚଳାଚଳ ଦାବି କରିଛନ୍ତି ଜିଲ୍ଲାବାସୀ ।

Buy Now on CodeCanyon