Surprise Me!

500 ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଶାଳ-ଶିଆଳି ପତ୍ର; ବ୍ରାଣ୍ଡ କରିବା ପାଇଁ ସରକାରୀ ସହାୟତାକୁ ଅପେକ୍ଷା

2026-03-14 129 Dailymotion

ପାହାଡିଆ ଅଞ୍ଚଳରୁ ସଂଗୃହୀତ ହୋଇଥାଏ କଞ୍ଚାମାଲ ଭାବରେ ଶାଳ, ଶିଆଳି ପତ୍ର । ପତ୍ର ତୋଳିବାଠାରୁ ଆରମ୍ଭ କରି ଥାଳି ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରାୟ ୫୦୦ ଜଣ ମହିଳା ଏହାଦ୍ୱାରା ଉପକୃତ ହେଉଛନ୍ତି ।

Buy Now on CodeCanyon