Surprise Me!

ସ୍କୁଲରେ ତାଲା ପକାଇଦେଲେ ଅଭିଭାବକ, ପରୀକ୍ଷା ନଦେଇ ଫେରିଲେ ଛାତ୍ରଛାତ୍ରୀ

2026-03-14 1 Dailymotion

ସ୍କୁଲରେ ମଙ୍ଗଳବାରଠାରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅସନ୍ତୋଷ ଲାଗି ରହିଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନ ପାରି ଆସିଛନ୍ତି ।

Buy Now on CodeCanyon