LPG ଗ୍ୟାସ ସିଲିଣ୍ଡର ସଙ୍କଟର ପ୍ରଭାବ ଚା' କପ୍ ଓ ଜଳଖିଆ ଦୋକାନ ଉପରେ ପଡ଼ିଛି । ଦୋକାନୀମାନେ ଚା' ଦାମ ବଢ଼ାଇ ଦେଇଛନ୍ତି ।