Surprise Me!

ନାବାଳିକାକୁ ଅସଦାଚରଣ ଘଟଣା: ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସକୁ ଆକ୍ରମଣ, 34 ଜଣ ଗିରଫ

2026-03-15 92 Dailymotion

ବହଳଦା ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁଁହି । ଆକ୍ରମଣରେ 12ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ । ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି । 34 ଜଣ ଗିରଫ ।

Buy Now on CodeCanyon