ଏଲପିଜି ଗ୍ୟାସ ସଙ୍କଟ ମଧ୍ୟରେ ଲୋକମାନେ କାଠ ଓ ଗୋବର ଘଷିକୁ ପୁଣିଥରେ ଜାଳେଣି ଭାବରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।