Surprise Me!

ଘୋଡ଼ା ବେପାର ପାଇଁ ଓଡ଼ିଶାରୁ ବେଙ୍ଗାଲୁରୁ; ବିଧାୟକଙ୍କୁ 5 କୋଟି ଟଙ୍କା ଲେଖାଏଁ ଯଚା ଯାଉଛି କହିଲା କଂଗ୍ରେସ

2026-03-15 1 Dailymotion

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକମାନେ ରହୁଥିବା ହୋଟେଲରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସହଯୋଗୀଙ୍କୁ ଧରିଲା କଂଗ୍ରେସ । ସେମାନଙ୍କ ପାଖରୁ ବ୍ଲାଙ୍କ ଚେକ୍ ମିଳିଥିବା କହିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

Buy Now on CodeCanyon