କଂଗ୍ରେସରେ ସବୁ ଠିକ ଅଛି ବୋଲି ପିସିସି, ବିଧାୟକ ଦଳ ନେତାଗଣମାଧ୍ୟମକୁ ଅନବରତ କହି ଆସୁଛନ୍ତି । ହେଲେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସ ଯେ ମିଛ କହୁଛି ତାହା ସ୍ପଷ୍ଟ ହୋଇଛି ।