ଛୁଟିଦିନରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ । ବଡଦାଣ୍ଡରେ ଛାଇ ପାଇଁ ନାହିଁ କପଡ଼ା ସେଡ୍ ବ୍ୟବସ୍ଥା । ପ୍ରଚଣ୍ଡ ଖରାରେ କଲବଲ ଭକ୍ତ ।