Surprise Me!

ଋଷିକୂଲ୍ୟା ମୁହାଁଣରେ ପହଞ୍ଚିଲେ ୧୦ ହଜାର ଅଲିଭ ରିଡ଼ଲେ; କାହିଁକି ବିଳମ୍ବ ହେଉଛି କଇଁଛଙ୍କ ଗଣ ଅଣ୍ଡାଦାନ

2026-03-15 4 Dailymotion

ଋଷିକୂଲ୍ୟାରେ କିଛି ସାମୁଦ୍ରିକ କଇଁଛ ଆସିଥିବା ବେଳେ ବାକି ବେଳାଭୂମିରେ କଇଁଛଙ୍କ ଉପସ୍ଥିତି ନଜର ଆସିନାହିଁ । ପ୍ରଥମ ଦିବସରେ ୧୦,୨୨୦ ଅଲିଭ୍ ରିଡଲେ କଇଁଛ ରଷିକୁଲ୍ୟା ବେଳାଭୂମିରେ ଗଣଅଣ୍ଡାଦାନରେ ସାମିଲ ହୋଇଛନ୍ତି ।

Buy Now on CodeCanyon