ଗହୀରମଥାରେ କଇଁଛ ସୁରକ୍ଷା ସାଙ୍ଗକୁ ବେଆଇନ ମାଛ ଧରା ଉପରେ ନଜର ରଖିବ ବନବିଭାଗ । ସହଯୋଗ କରିବ ଅତ୍ୟାଧୁନିକ ପ୍ରଣାଳୀର ଡ୍ରୋନ ।