ରାଜ୍ୟସଭା ନିର୍ବାଚନରେ ବିଜେପିର ୩ ପ୍ରାର୍ଥୀ ବିଜୟୀ ହେବେ । ଗଣତନ୍ତ୍ର ଘୋଡା ବେପାର ନୁହେଁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।