ଦଣ୍ଡନାଚ ପରମ୍ପରା ଓ ମେରୁ ଯାତ୍ରାର ଅକୁହା ଗାଥା ନେଇ ଆସୁଛି ଓଡ଼ିଆ ଫିଲ୍ମ 'କାଙ୍ଗୁଲା', ଏହି ଦିନ ରିଲିଜ
2026-03-16 1 Dailymotion
ଆସ୍ଥା, ବିଶ୍ୱାସ ଓ ପରମ୍ପରାର ଭିନ୍ନ କାହାଣୀ ନେଇ ଆସୁଛି ଓଡ଼ିଆ ଫିଲ୍ମ 'କାଙ୍ଗୁଲା' । ଦଣ୍ଡନାଚ ପରମ୍ପରା ଓ ମେରୁ ଯାତ୍ରାର ଅକୁହା ଗାଥା ଦେଖିବେ ଦର୍ଶକ ।ଜାଣନ୍ତୁ କେବେ ହେବ ରିଲିଜ?