'ମନ୍ତ୍ର ମୁଗ୍ଧ' ସହ ଧମାକା କରିବାକୁ ପ୍ରସ୍ତୁତ ଅନୁପମ ପଟ୍ଟନାୟକ; ହରର୍ କମେଡିରେ ପୂର୍ଣ୍ଣ ଆସିଲା ଫିଲ୍ମର ଟିଜର, ଏହି ଦିନ ହେବ ରିଲିଜ
2026-03-16 0 Dailymotion
ଅପେକ୍ଷାର ହେଲା ଅନ୍ତ । ଓଡ଼ିଆ ଫିଲ୍ମ 'ମନ୍ତ୍ର ମୁଗ୍ଧ' ଟିଜର ରିଲିଜ ହୋଇଛି । ଏଥିସହ ଫିଲ୍ମ କେବେ ପରଦାକୁ ଆସିବ ତାହା ମଧ୍ୟ ପ୍ରକାଶ ପାଇଛି ।