Surprise Me!

ରାଜ୍ୟସଭା ନିର୍ବାଚନ; କ୍ରସ ଭୋଟିଂ ନେଇ ନବୀନଙ୍କ ବିସ୍ଫୋରକ ବୟାନ, 'ସେମାନଙ୍କର କ୍ରିମିନାଲ ରେକର୍ଡ ରହିଛି'

2026-03-16 13 Dailymotion

ରାଜ୍ୟସଭା ଭୋଟିଂରେ ବିଜେଡିର 7 ଜଣ ବିଧାୟକଙ୍କ କ୍ରସ ଭୋଟିଂ ପରେ ଚିହିଁକି ଉଠିଲେ ନବୀନ ପଟ୍ଟନାୟକ । କହିଲେ ବିଜେପି ଘୋଡ଼ା ବେପାର କରିଛି ।

Buy Now on CodeCanyon