Surprise Me!

ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣା; ଅଧିକ୍ଷକଙ୍କୁ ଟାର୍ଗେଟ କଲେ ପିସିସି ମୁଖ୍ୟ ଭକ୍ତ ଦାସ

2026-03-17 0 Dailymotion

ପିସିସି ସଭାପତି ଆଜି ଏସସିବି ଗସ୍ତ କରି ଆହତଙ୍କୁ ଭେଟିବା ସହ ଜଳିଯାଇଥିବା ଟ୍ରମା ଆଇସିୟୁର ସ୍ଥିତି ସମୀକ୍ଷା କରିଛନ୍ତି । ଦୁର୍ଘଟଣା ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ।

Buy Now on CodeCanyon