Surprise Me!

ରେଢାଖୋଲ ଏନକାଉଣ୍ଟରକୁ ନେଇ ଏସପିଙ୍କ ପ୍ରତିକ୍ରିୟା; କହିଲେ, କମ୍ପାନୀ ଓ ପ୍ଲାଣ୍ଟରୁ ସାମଗ୍ରୀ ଲୁଟି କୋଲକାତାରେ ବିକ୍ରି କରୁଥିଲେ ଟିମା ଗ୍ୟାଙ୍ଗ

2026-03-18 1 Dailymotion

ଟିମା ଝାଙ୍କରର ଗୋଡ଼ରେ ଗୁଳି ବାଜିଛି l 4 ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ 2 ଜଣ ଘଟଣା ସ୍ଥଳରୁ ଫେରାର ମାରିଛନ୍ତି l ପୋଲିସ ତାଙ୍କୁ ମଧ୍ୟ ଖୋଜାଖୋଜି କରୁଛି l

Buy Now on CodeCanyon