ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁର ସ୍ଥିତ ଏକ ପିଚୁ କାରଖାନାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଘଟଣାରେ କାହାର ଜୀବନହାନୀ ହୋଇନାହିଁ ।