Surprise Me!

ହିନ୍ଦୀ ସିନେମା ପାଇଁ ଓଡ଼ିଆ ଫିଲ୍ମକୁ ଅଣଦେଖା; ସବୁ ହଲରୁ ହଟିଲା 'ବର ବଧୂ', ଓଲିଉଡ ସଂରକ୍ଷଣ ପାଇଁ ସରକାରଙ୍କୁ କଳାକାରଙ୍କ ଦାବି

2026-03-20 3 Dailymotion

ଓଡ଼ିଆ ଫିଲ୍ମ 'ବର ବଧୂ' ଦର୍ଶକଙ୍କ ମନ ଜିତିଥିବା ବେଳେ ହାଉସଫୁଲରେ ଚାଲୁଥିଲା ଶୋ'। କିନ୍ତୁ ବର୍ତ୍ତମାନ ଫିଲ୍ମକୁ ହଲରୁ ହଟାଇଦିଆଯାଇଛି ସେ ବି ହିନ୍ଦୀ ସିନେମା ପାଇଁ। ଯାହାକୁ ନେଇ ଅସନ୍ତୋଷ କଳାକାର।

Buy Now on CodeCanyon