Surprise Me!

୪୮ ଘଣ୍ଟା ବାମନଘାଟି ବନ୍ଦ, ଗିରଫ ୩୪ ଆଦିବାସୀଙ୍କୁ ନିର୍ଦ୍ଦୋଷରେ ଖଲାସ ଦାବି

2026-03-20 71 Dailymotion

ସର୍ବଦଳୀୟ ଆଦିବାସୀ ଏକତା ମଞ୍ଚ ତରଫରୁ ଆଜି ଠାରୁ ୪୮ ଘଣ୍ଟିଆ ରାଇରଙ୍ଗପୁର ଉପଖଣ୍ଡ ବନ୍ଦ । ୩୪ ନିରୀହ ଆଦିବାସୀଙ୍କୁ ନିର୍ଦ୍ଦୋଷରେ ଖଲାସ ଦାବିରେ ବନ୍ଦ ଡାକରା ।

Buy Now on CodeCanyon